ଅର୍ଥ : ଯାହା ରାଜନୀତି ସହିତ ସମ୍ବନ୍ଧିତ
ଉଦାହରଣ :
ରାଜନୈତିକ ପ୍ରତିଦ୍ୱନ୍ଦିତା କାରଣରୁ ଜଣେ ବଡ଼ ନେତାଙ୍କୁ ହତ୍ୟା କରି ଦିଆଗଲା
ସମକକ୍ଷ : ରାଜନୀତିକ
ଅନ୍ୟ ଭାଷାରେ ଅନୁବାଦ :
Involving or characteristic of politics or parties or politicians.
Calling a meeting is a political act in itself.