ଅର୍ଥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ଉଦାହରଣ :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ସମକକ୍ଷ : ଏକତ୍ରିତ ହେବା, ଏକାଠି ହେବା, ଜମିବା
ଅନ୍ୟ ଭାଷାରେ ଅନୁବାଦ :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.