ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିବାହର ମୁହୂର୍ତ୍ତ
ଉଦାହରଣ : ମଳମାସରେ ଲଗ୍ନ ନ ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
विवाह का मुहूर्त।
ଅର୍ଥ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ସମୟ ମଧ୍ୟରେ ଏକ ରାଶି କୌଣସି ବିଶିଷ୍ଟ ସ୍ଥାନରେ ଅବସ୍ଥାନ କରେ
ଉଦାହରଣ : ତୁଳା ଲଗ୍ନରେ ଜନ୍ମିତ ବ୍ୟକ୍ତି ବହୁତ ସହନଶୀଳ ହୁଅନ୍ତି
ज्योतिष में उतना समय जितने में कोई राशि किसी विशिष्ट स्थान में विद्यमान रहती है।
ଅର୍ଥ : ବିବାହର ଦିନ
ଉଦାହରଣ : ବାହାଘର ଦିନ ଯେତେ ପାଖେଇ ଆସିଲା,ତାଙ୍କ ଚିନ୍ତା ସେତେ ବଢ଼ିଗଲା
ସମକକ୍ଷ : ବାହାଘର ଦିନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शादी-ब्याह जैसे शुभ कार्य करने के दिन।
The day of a wedding.
ସଂସ୍ଥାପନ କରନ୍ତୁ