ଅର୍ଥ : ଯେଉଁଥିରେ ଲଜ୍ଜା ଉତ୍ପନ୍ନ ହୁଏ
ଉଦାହରଣ :
ଯୌତୁକ ପ୍ରଥା ସମାଜ ନିମନ୍ତେ ଗୋଟିଏ ଲଜ୍ଜାଜନକ କଥା
ସମକକ୍ଷ : ଲଜ୍ଜାକର, ଲଜ୍ଜାଜନକ, ସରମପ୍ରଦ
ଅନ୍ୟ ଭାଷାରେ ଅନୁବାଦ :
(used of conduct or character) deserving or bringing disgrace or shame.
Man...has written one of his blackest records as a destroyer on the oceanic islands.