ଅର୍ଥ : ସାଧାରଣ ଜନ-ସମାଜରେ ପ୍ରଚଳିତ ବା ତା ସହିତ ସମ୍ବନ୍ଧିତ ସାହିତ୍ୟ
ଉଦାହରଣ :
ଲୋକସାହିତ୍ୟରେ ଲୋକ ମାନସର ହୃଦୟ କଥା କହେ
ସମକକ୍ଷ : ଜନ ସାହିତ୍ୟ
ଅନ୍ୟ ଭାଷାରେ ଅନୁବାଦ :
साधारण जन-समाज में प्रचलित या उनसे संबंधित साहित्य।
लोकसाहित्य में लोक मानस का हृदय बोलता है।