ଅର୍ଥ : କାବ୍ୟର ନଅଟି ରସ ମଧ୍ୟରୁ ଗୋଟିଏ
ଉଦାହରଣ :
ସଂସାରର ଅସାରତାର ଜ୍ଞାନ ବା ପରମାତ୍ମାଙ୍କ ସ୍ୱରୂପର ଚିନ୍ତନ ହେଉଛି ଶାନ୍ତ ରସର ପୃଷ୍ଠଭୂମି
ସମକକ୍ଷ : ଶାନ୍ତ ରସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନୁଙ୍କର ଏକ ପୁତ୍ର
ଉଦାହରଣ :
ଶାନ୍ତଙ୍କ ବର୍ଣ୍ଣନା ମନୁସ୍ମୃତିରେ ଦେଖିବାକୁ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯାହାର ସ୍ୱଭାବ ଭଲ
ଉଦାହରଣ :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
ଅନ୍ୟ ଭାଷାରେ ଅନୁବାଦ :
Having or showing a kindly or tender nature.
The gentle touch of her hand.ଅର୍ଥ : ଯିଏ ଚଞ୍ଚଳ ନୁହେଁ
ଉଦାହରଣ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ସମକକ୍ଷ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ସୌମ୍ୟ, ସ୍ଥିର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଉଦବିଘ୍ନ ନୁହେଁ
ଉଦାହରଣ :
ମୋହନର ଜୀବନ ଶାନ୍ତ
ସମକକ୍ଷ : ନିରୁଦବିଘ୍ନ, ପ୍ରଶାନ୍ତ
ଅନ୍ୟ ଭାଷାରେ ଅନୁବାଦ :
Characterized by an absence or near absence of agitation or activity.
A quiet life.ଅର୍ଥ : ଯାହାଙ୍କୁ ଭଲ କାମ କରିବା ଢଙ୍ଗ ଆସେ
ଉଦାହରଣ :
ସୁଧାର ବୋହୂଟିଏ ପାଇ ଲତାର ଶ୍ୱଶୁରଘର ଲୋକେ ବହୁତ ଖୁସି ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧୈର୍ଯ୍ୟ ରଖିବା ଲୋକ
ଉଦାହରଣ :
ଧୈର୍ଯ୍ୟଶୀଳ ବ୍ୟକ୍ତି ଧୈର୍ଯ୍ୟ ସହକାରେ କଠିନ କାର୍ଯ୍ୟ ଉପରେ ବିଜୟ କରିନିଏ
ସମକକ୍ଷ : ଧୀର, ଧୈର୍ଯ୍ୟବାନ୍, ଧୈର୍ଯ୍ୟଶୀଳ
ଅନ୍ୟ ଭାଷାରେ ଅନୁବାଦ :
Enduring trying circumstances with even temper or characterized by such endurance.
A patient smile.ଅର୍ଥ : ଯାହାର ଚିତ୍ତ ସ୍ଥିର
ଉଦାହରଣ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ସମକକ୍ଷ : ଅଚଞ୍ଚଳ, ପ୍ରଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ତରଙ୍ଗ ନାହିଁ
ଉଦାହରଣ :
ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା
ଅନ୍ୟ ଭାଷାରେ ଅନୁବାଦ :
(of a body of water) free from disturbance by heavy waves.
A ribbon of sand between the angry sea and the placid bay.