ଅର୍ଥ : କୌଣସି ବିଷୟ ବିଶେଷତଃ ଜଡ଼ ପଦାର୍ଥ ଓ ଲୌକିକ ବିଷୟ ସଂପର୍କିତ କଥା ଓ ତତ୍ତ୍ୱର ଯେଉଁ ବିବେଚନା ଏକ ସ୍ୱତନ୍ତ୍ର ଶାସ୍ତ୍ର ରୂପରେ ଥାଏ
ଉଦାହରଣ :
ରାମ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛି ରାହୁଳ ଆଜିକାଲି ଜ୍ୟୋତିଷ ବିଦ୍ୟା ଅଧ୍ୟୟନ କରୁଛି
ଅନ୍ୟ ଭାଷାରେ ଅନୁବାଦ :
A particular branch of scientific knowledge.
The science of genetics.ଅର୍ଥ : ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
ଉଦାହରଣ :
ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
ସମକକ୍ଷ : ଧର୍ମଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
जन-साधारण के हित के लिए विधान बतलाने वाले धार्मिक ग्रंथ।
मेरी माँ खाली समय में शास्त्रों का अध्ययन करती है।