ଅର୍ଥ : ଯେଉଁ ବ୍ୟକ୍ତି ଶୂନ୍ୟବାଦକୁ ଗ୍ରହଣ କରେ
ଉଦାହରଣ :
ଶୂନ୍ୟବାଦୀ ଓ ନାସ୍ତିକମାନେ ସର୍ବଦା ଈଶ୍ୱରବାଦକୁ ଖଣ୍ଡନ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
शून्यवाद को माननेवाला व्यक्ति।
शून्यवादियों और नास्तिकों ने सदा ईश्वरवाद का खंडन किया है।
शून्यवादी
Someone who rejects all theories of morality or religious belief.
nihilist