ଅର୍ଥ : ଶେଷ କରିବା ବା ରହିବାକୁ ନ ଦେବା
ଉଦାହରଣ :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
ସମକକ୍ଷ : ତୁଟାଇବା, ଭଙ୍ଗ କରିବା, ସମାପ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
खत्म करना या न रहने देना।
उसने राम से अपने रिश्ते तोड़ लिए।ଅର୍ଥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ଉଦାହରଣ :
ପ୍ରଥମେ ଏହି କାମ ଶେଷ କର
ସମକକ୍ଷ : ପୂରା କରିବା, ପୂର୍ଣ୍ଣକରିବା, ସମାପ୍ତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी काम या वस्तु आदि का अंत करना।
पहले यह काम खत्म करो।ଅର୍ଥ : କୌଣସି କାମରେ ବାକି ନ ରହିବା
ଉଦାହରଣ :
ଆପଣ କଣ ଖାଇବା ସାରିଲେଣି?
ସମକକ୍ଷ : ସମାପ୍ତ କରିବା, ସାରିବା
ଅନ୍ୟ ଭାଷାରେ ଅନୁବାଦ :