ଅର୍ଥ : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
ଉଦାହରଣ :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
ସମକକ୍ଷ : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ହେବା
ଅନ୍ୟ ଭାଷାରେ ଅନୁବାଦ :
Arrive at a certain condition through repeated motion.
The stitches of the hem worked loose after she wore the skirt many times.