ଅର୍ଥ : ଶୃଙ୍ଗାର ରସର ଏକ ଭେଦ
ଉଦାହରଣ :
ସଂଯୋଗ ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ମିଳନ ବା ସଂଯୋଗରୁ ଉତ୍ପନ୍ନ ସୁଖର ବର୍ଣ୍ଣନା ହୋଇଥାଏ
ସମକକ୍ଷ : ସଂଯୋଗ ଶୃଙ୍ଗାର ରସ
ଅନ୍ୟ ଭାଷାରେ ଅନୁବାଦ :
शृंगार रस का एक भेद।
संयोग शृंगार रस में नायक-नायिका के मिलन अथवा संयोग से उत्पन्न सुख का वर्णन होता है।