ଅର୍ଥ : ଯେଉଁ ଭବନରେ ବହୁତ ଲୋକ ଦର୍ଶକ ବା ପ୍ରେକ୍ଷକ ରୂପରେ ଉପସ୍ଥିତ ହୋଇପାରିବେ
ଉଦାହରଣ :
ନାଟ୍ୟ ସଦନ ଦର୍ଶକମାନଙ୍କଦ୍ୱାରା ପୂରାପୂରି ଭର୍ତ୍ତି ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
वह भवन जिसमें बहुत से लोग दर्शक या प्रेक्षक के रूप में उपस्थित हो सकते हों।
नाट्य सदन दर्शकों से खचाखच भरा हुआ है।ଅର୍ଥ : ଯେଉଁ ସ୍ଥାନରେ କୌଣସି ବିଷୟରେ ବିଚାର କରିବା ଅଥବା ନିୟମ, ବିଧାନ ଆଦି ତିଆରି କରାଯାଉଥିବା ସଭାର ଅଧିବେଶନ କରାଯାଏ
ଉଦାହରଣ :
ମନ୍ତ୍ରୀ ଏବେ ଏବେ ସଦନରେ ପ୍ରବେଶ କଲେ
ସମକକ୍ଷ : ଗୃହ
ଅନ୍ୟ ଭାଷାରେ ଅନୁବାଦ :
वह स्थान जिसमें किसी विषय पर विचार करने अथवा नियम, विधान आदि बनाने वाली सभा का अधिवेशन होता हो।
मंत्री जी सदन में अभी-अभी प्रवेश किए।ଅର୍ଥ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଉଦାହରଣ :
ଏହି ଘରେ ପାଞ୍ଚଟି କୋଠରୀ ଅଛି ନାରୀ ନିକେତନରେ ବିଧବା ମଙ୍ଗଳା ରହେ
ଅନ୍ୟ ଭାଷାରେ ଅନୁବାଦ :
A dwelling that serves as living quarters for one or more families.
He has a house on Cape Cod.ଅର୍ଥ : କୌଣସି ବିଷୟ ଉପରେ ବିଚାର କରିବା ବା ନିୟମ, ବିଧାନ ଆଦି ତିଆରି କରିବା ପାଇଁ ହେଉଥିବା ସଭା କିମ୍ବା ସେଥିରେ ଉପସ୍ଥିତ ହେଉଥିବା ଲୋକଙ୍କର ସମାହାର
ଉଦାହରଣ :
ସଦନ ଏହି ବିଲ ଆଜି ପାସ କରିବ
ଅନ୍ୟ ଭାଷାରେ ଅନୁବାଦ :
किसी विषय पर विचार करने या नियम, विधान आदि बनाने के लिए होने वाली सभा या उसमें उपस्थित होने वाले लोगों का समूह।
सदन यह बिल आज पास करने वाली है।ଅର୍ଥ : ସଦନରେ ଉପସ୍ଥିତ ବହୁତ ଲୋକ, ଦର୍ଶକ ବା ପ୍ରେକ୍ଷକମାନଙ୍କର ସମାହାର
ଉଦାହରଣ :
ସଦନ ନୃତ୍ୟାଙ୍ଗନାର ନୃତ୍ୟ ଦେଖିବାରେ ମଗ୍ନ ଥିଲା
ଅନ୍ୟ ଭାଷାରେ ଅନୁବାଦ :
सदन या भवन में उपस्थित बहुत से लोग, दर्शकों या प्रेक्षकों का समूह।
सदन नृत्यांगना का नृत्य देखने में मग्न था।