ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜମିଦାରଙ୍କର ସ୍ତ୍ରୀ
ଉଦାହରଣ : ସାଆନ୍ତାଣୀ ଜମିଦାରଙ୍କ ସହିତ ମନ୍ଦିରକୁ ଯାଇଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी जमींदार की पत्नी।
A married woman. A man's partner in marriage.
ଅର୍ଥ : ମହିଳା ଜମିଦାର
ଉଦାହରଣ : କୃଷକ ସାଆନ୍ତାଣୀଙ୍କଠାରୁ ନେଇଥିବା କରଜ ଫେରାଇବାପାଇଁ ଯାଇଥିଲା
महिला जमींदार।
A landlord who is a woman.
ସଂସ୍ଥାପନ କରନ୍ତୁ