ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାମଞ୍ଜସ୍ୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାମଞ୍ଜସ୍ୟତା   ବିଶେଷ୍ୟ

ଅର୍ଥ : ସାମଞ୍ଜସ୍ୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରଦୂଷଣ କାରଣରୁ ପ୍ରକୃତିର ସାମଞ୍ଜସ୍ୟତା ପ୍ରଭାବିତ ହୁଏ


ଅନ୍ୟ ଭାଷାରେ ଅନୁବାଦ :

सामंजस्य होने की अवस्था या भाव।

प्रदूषण से प्रकृति की सामंजस्यता प्रभावित होती है।
सामंजस्यता

The skillful and effective interaction of movements.

coordination

ଅର୍ଥ : ସଂଗତ ହେବା ଅବସ୍ଥା ବା ଭାବ

ଉଦାହରଣ : ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା

ସମକକ୍ଷ : ଉପଯୁକ୍ତତା, ଯୌକ୍ତିକତା, ସଂଗତତା, ସଙ୍ଗତତା, ସମ୍ବନ୍ଧ


ଅନ୍ୟ ଭାଷାରେ ଅନୁବାଦ :

संगत होने की अवस्था या भाव।

परिस्थितियों की संगतता के कारण वह जीवन में सफल होता चला गया।
संगतता

Logical coherence and accordance with the facts.

A rambling argument that lacked any consistency.
consistency