ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ସିଂହରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ସିଂହରାଶିରେ ଥାଏ
ଉଦାହରଣ :
ସିଂହରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଲାଭଦାୟକ
ସମକକ୍ଷ : ସିଂହ
ଅନ୍ୟ ଭାଷାରେ ଅନୁବାଦ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य सिंहराशि में हो।
सिंहराशिवालों के लिए यह वर्ष लाभकारी है।ଅର୍ଥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶି ଯେଉଁଥିରେ ସମ୍ପୂର୍ଣ୍ଣ ମଘା, ପୂର୍ବା ଫାଲ୍ଗୁନୀ ତଥା ଉତ୍ତରା ଫାଲ୍ଗୁନୀର ପ୍ରଥମ ପାଦ ଅଛି
ଉଦାହରଣ :
ଏବେ ସୂର୍ଯ୍ୟ ସିଂହରେ ଅଛନ୍ତି
ସମକକ୍ଷ : ସିଂହ
ଅନ୍ୟ ଭାଷାରେ ଅନୁବାଦ :
ज्योतिष में बारह राशियों में से पाँचवी राशि, जिसमें पूरा मघा, पूर्वा फाल्गुनी तथा उत्तरा फाल्गुनी का प्रथम पाद है।
इस समय सूर्य सिंह में है।The fifth sign of the zodiac. The sun is in this sign from about July 23 to August 22.
leo, leo the lion, lion