ଅର୍ଥ : ଯେଉଁ ଲିପିରେ ପାଲି, ସିଂହଳୀ ଆଦି ଭାଷାଗୁଡ଼ିକ ଲେଖାଯାଏ
ଉଦାହରଣ :
ସେ ସିଂହଳୀରେ ଲେଖା ଶବ୍ଦଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରୁଛି
ସମକକ୍ଷ : ସିଂହଳୀ, ସିଂହଳୀ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें पाली, सिंहली आदि भाषाएँ लिखी जाती हैं।
वह सिंहली में लिखे शब्दों को पढ़ने का प्रयत्न कर रहा है।