ଅର୍ଥ : ଯେଉଁ କର୍ମଚାରୀଙ୍କୁ କୌଣସି ବିଶେଷ ସମୟକାଳରେ କାମ ମିଳେ
ଉଦାହରଣ :
ଚିନିକଳରେ ଅନେକ ସିଜନାଲ କର୍ମଚାରୀ କାମ କରନ୍ତି
ସମକକ୍ଷ : ସିଜନାଲ କର୍ମଚାରୀ
ଅନ୍ୟ ଭାଷାରେ ଅନୁବାଦ :
* वह कर्मचारी जिसको किसी विशेष मौसम में ही काम मिलता है।
चीनी मिल में बहुत सारे मौसमी कर्मचारी काम करते हैं।