ଅର୍ଥ : କୌଣସି ଦେଶ ଆଦିର ସୀମାସ୍ଥିତ ଅଞ୍ଚଳ
ଉଦାହରଣ :
ଏହି ଦେଶର ଉତ୍ତର ସୀମା ଅଞ୍ଚଳରେ କେବଳ ଜଙ୍ଗଲ ଅଛି
ସମକକ୍ଷ : ସୀମା ଅଞ୍ଚଳ, ସୀମା କ୍ଷେତ୍ର
ଅନ୍ୟ ଭାଷାରେ ଅନୁବାଦ :
* सीमारेखा या सीमा से लगा हुआ भीतरी क्षेत्र।
इस देश के उत्तरी सीमा-क्षेत्र में केवल जंगल है।