ଅର୍ଥ : ଯେଉଁ ବ୍ୟବସାୟିକ ହତ୍ୟାକାରୀ ଗୁଳିମାରି କାହାରିକୁ ହତ୍ୟା କରୁଥାଏ
ଉଦାହରଣ :
ପୋଲିସ ଗୁଳିମାରି ଖସି ପଳାଉଥିବା ଦୁଇଜଣ ସୁଟରଙ୍କୁ ଧରି ପକାଇଲେ
ସମକକ୍ଷ : ବ୍ୟବସାୟିକ ହତ୍ୟାକାରୀ
ଅନ୍ୟ ଭାଷାରେ ଅନୁବାଦ :
A professional killer who uses a gun.
gun, gun for hire, gunman, gunslinger, hired gun, hit man, hitman, shooter, torpedo, triggerman