ଅର୍ଥ : ଧର୍ମଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ଏକ ପର୍ବତ ଯାହାକୁ ସବୁ ପର୍ବତଙ୍କ ରାଜା ବୋଲି ଗ୍ରହଣ କରାଯାଇଛି
ଉଦାହରଣ :
ବିଶ୍ୱାସ କରାଯାଏ ଯେ ସୁମେରୁ ପର୍ବତ ସୁନାରେ ନିର୍ମିତ ହୋଇଛି
ସମକକ୍ଷ : କନକାଚଳ, ସୁମେରୁ ପର୍ବତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ମାତ୍ରିକ ଛନ୍ଦ
ଉଦାହରଣ :
ସୁମେରୁର ପ୍ରତ୍ୟେକ ଚରଣରେ ସତର ମାତ୍ରା ରହିଛି
ଅନ୍ୟ ଭାଷାରେ ଅନୁବାଦ :