ଅର୍ଥ : ଲୁଗାଆଦି ଉପରେ ସୂତା-ଡୋରିରେ ଫୁଲ ବା ଚିତ୍ର ଆଙ୍କିବା କାମ
ଉଦାହରଣ :
ଶୀଲା ବହୁତ ଭଲ ସୂଚୀକାମ କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କନାଆଦିରେ କରାଯାଉଥିବା ହାତବୁଣା କାରୁକାର୍ଯ୍ୟ
ଉଦାହରଣ :
ମାଲା ଜରିକାମ କାମ କରୁଛି
ଅନ୍ୟ ଭାଷାରେ ଅନୁବାଦ :