ଅର୍ଥ : କିଛି କଥା, କାମ ଆଦିର ସୂଚକ ଅଙ୍କ
ଉଦାହରଣ :
ଗୋଟିଏ ରିପୋର୍ଟ୍ ଅନୁସାରେ ବୈଷୟିକ ସମୃଦ୍ଧି ସୂଚକାଙ୍କରେ ଭାରତ ଦଶମ ସ୍ଥାନରୁ ଖସି ୮୮ତମ ସ୍ଥାନରେ ପହଞ୍ଚିଛି
ସମକକ୍ଷ : ସୂଚକାଙ୍କ
ଅନ୍ୟ ଭାଷାରେ ଅନୁବାଦ :
A number or ratio (a value on a scale of measurement) derived from a series of observed facts. Can reveal relative changes as a function of time.
index, index number, indicant, indicator