ଅର୍ଥ : କେତେକ ସମୁଦ୍ର କୀଟଙ୍କ ଅଭ୍ୟନ୍ତରର ହାଡର ସେହି ଢାଞ୍ଚା ଯାହା କୋମଳ ତନ୍ତୁସମୂହର ପିଣ୍ଡ ରୂପରେ ହୋଇଥାଏ ଏବଂ ଯେଉଁଥିରେ ବହୁତ ଛୋଟଛୋଟ କଣା ଥାଏ
ଉଦାହରଣ :
ସ୍ପଞ୍ଜ ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇ ଦିଏ ଏବଂ ଏହାକୁ ଦାବିଲେ ସେହି ତରଳ ପଦାର୍ଥ ସେଥିରୁ ବାହାରି ଆସେ
ଅନ୍ୟ ଭାଷାରେ ଅନୁବାଦ :
A porous mass of interlacing fibers that forms the internal skeleton of various marine animals and usable to absorb water or any porous rubber or cellulose product similarly used.
spongeଅର୍ଥ : ଜଳ ବା ଅନ୍ୟ ତରଳ ପଦାର୍ଥକୁ ଶୁଖାଇବା ନିମନ୍ତେ ତିଆରି ରବର ବା ସେଲୁଲୋଜର କୌଣସି ଛିଦ୍ରଦାର ପଦାର୍ଥ
ଉଦାହରଣ :
ବଜାରରେ ଭଳିକିଭଳି ସ୍ପଞ୍ଜ ମିଳୁଛି
ଅନ୍ୟ ଭାଷାରେ ଅନୁବାଦ :
A porous mass of interlacing fibers that forms the internal skeleton of various marine animals and usable to absorb water or any porous rubber or cellulose product similarly used.
sponge