ଅର୍ଥ : ନିଜ ଦେଶର ନିବାସୀ
ଉଦାହରଣ :
ସେ ବିଦେଶରେ ନିଜର ସହାୟତା ପାଇଁ କୌଣସି ଜଣେ ସ୍ୱଦେଶୀଙ୍କ ଅନ୍ୱେଷଣ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
अपने देश में रहनेवाला व्यक्ति।
वह अपनी सहायता के लिए विदेश में किसी स्वदेशी की तलाश कर रहा था।ଅର୍ଥ : ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି
ଉଦାହରଣ :
ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :