ଅର୍ଥ : ସ୍ୱାର୍ଥପୂର୍ଣ୍ଣ ହେବା ଅବସ୍ଥା ବା ଭାବ
ଉଦାହରଣ :
ପରୋପକାରରେ ସ୍ୱାର୍ଥପୂର୍ଣ୍ଣତା ଆଦୌ ରହିବା ଉଚିତ୍ ନୁହେଁ
ସମକକ୍ଷ : ସ୍ୱାର୍ଥପରତା
ଅନ୍ୟ ଭାଷାରେ ଅନୁବାଦ :
खुदगर्ज या स्वार्थी होने की अवस्था या भाव।
परोपकार में खुदगर्जी का कोई स्थान नहीं होना चाहिए।Stinginess resulting from a concern for your own welfare and a disregard of others.
selfishness