ଅର୍ଥ : ଯାହା ସ୍ୱାର୍ଥରେ ଭରା ହୋଇଛି ବା ନିଜ ମତଲବ ବାହାର କରିବା ବ୍ୟକ୍ତି
ଉଦାହରଣ :
ଆଜିର ସମାଜ ସ୍ୱାର୍ଥୀମାନଙ୍କରେ ଭରା
ଅନ୍ୟ ଭାଷାରେ ଅନୁବାଦ :
वह जो स्वार्थ से भरा हुआ हो या अपना मतलब निकालनेवाला हो।
आज का समाज स्वार्थियों से भरा हुआ है।ଅର୍ଥ : ନିଜ ଲାଭପାଇଁ ସବୁବେଳେ ଉପଯୁକ୍ତ ସମୟ ଅପେକ୍ଷାରେ ରହୁଥିବା ଲୋକ
ଉଦାହରଣ :
ସୁବିଧାବାଦୀ ବ୍ୟକ୍ତି ବିଶ୍ୱାସର ପାତ୍ର ନୁହେଁ
ସମକକ୍ଷ : ସୁବିଧାବାଦୀ
ଅନ୍ୟ ଭାଷାରେ ଅନୁବାଦ :
अपने लाभ के लिए सदा उपयुक्त अवसर की ताक में रहनेवाला।
अवसरवादी व्यक्ति विश्वास का पात्र नहीं होता।Taking immediate advantage, often unethically, of any circumstance of possible benefit.
opportunist, opportunistic, timeserving