ଅର୍ଥ : ହଳଦୀ ଚେରର ହଳଦିଆ ଚୂର୍ଣ୍ଣ ଯାହାକୁ ଖାଦ୍ୟରେ ଏବଂ ପୂଜା କାମରେ ବ୍ୟବହାର କରାଯାଏ
ଉଦାହରଣ :
ମା ଡାଲିରେ ହଳଦୀ ଗୁଣ୍ଡ ପକାଇବାକୁ ଭୁଲିଗଲେ
ସମକକ୍ଷ : ହରିଦ୍ରା, ହଳଦି, ହଳଦୀ, ହଳଦୀ ଗୁଂଡ, ହଳଦୀ ଗୁଣ୍ଡ, ହଳଦୀ ଗୁଣ୍ଡା
ଅନ୍ୟ ଭାଷାରେ ଅନୁବାଦ :
हल्दी की जड़ का पीला चूर्ण जो खाने में और पूजा में काम आता है।
माँ दाल में हल्दी डालना भूल गई है।Ground dried rhizome of the turmeric plant used as seasoning.
turmeric