ଅର୍ଥ : ଗାଡ଼ିର ସଫା-ସୁତୁରା ଓ ଚାଳକକୁ ସାହାଯ୍ୟ କରିବାପାଇଁ ଗାଡ଼ିରେଥିବା ଲୋକ
ଉଦାହରଣ :
ଖଲାସୀ ସକାଳୁ ସକାଳୁ ଟ୍ରକ ଧୁଆଧୋଇ କରୁଛି
ସମକକ୍ଷ :
କ୍ଲିନର, ଖଲାସୀ, ହକର
ଅନ୍ୟ ଭାଷାରେ ଅନୁବାଦ :
वाहन की साफ-सफाई और चालक की मदद के लिए वाहन पर रहनेवाला व्यक्ति।
खलासी सुबह-सुबह ट्रक की साफ-सफाई कर रहा है।
खलासी