ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶକୁ ଶହେରେ ଗୁଣିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ପାଞ୍ଚଶହ ଓ ପାଞ୍ଚଶହ ମିଶି ଏକହଜାର ହୁଏ
ସମକକ୍ଷ : ଏକସହସ୍ର, ଏକହଜାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस को सौ से गुणा करने पर प्राप्त संख्या।
The cardinal number that is the product of 10 and 100.
ଅର୍ଥ : ଦଶ ଶହ
ଉଦାହରଣ : ସେ ମୋଠାରୁ ଏକ ହଜାର ଟଙ୍କା ଧାର ନେଲେ
ସମକକ୍ଷ : ଏକ ସହସ୍ର, ଏକ ହଜାର
दस सौ।
Denoting a quantity consisting of 1,000 items or units.
ସଂସ୍ଥାପନ କରନ୍ତୁ