பொருள் : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ
							எடுத்துக்காட்டு : 
							ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା
							
ஒத்த சொற்கள் : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ
பிற மொழிகளில் மொழிபெயர்ப்பு :
பொருள் : ଉତ୍ସାହ ନ ହେବା ଅବସ୍ଥା ବା ଭାବ
							எடுத்துக்காட்டு : 
							ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
							
ஒத்த சொற்கள் : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା
பிற மொழிகளில் மொழிபெயர்ப்பு :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।