பொருள் : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
							எடுத்துக்காட்டு : 
							ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
							
ஒத்த சொற்கள் : ଭୟ
பிற மொழிகளில் மொழிபெயர்ப்பு :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।பொருள் : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
							எடுத்துக்காட்டு : 
							କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
							
ஒத்த சொற்கள் : ଭୟ
பிற மொழிகளில் மொழிபெயர்ப்பு :
பொருள் : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
							எடுத்துக்காட்டு : 
							ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
							
ஒத்த சொற்கள் : ହଇଚଇ
பிற மொழிகளில் மொழிபெயர்ப்பு :