பொருள் : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
							எடுத்துக்காட்டு : 
							ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
							
ஒத்த சொற்கள் : ବସ୍ତାନି
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
							எடுத்துக்காட்டு : 
							ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
							
ஒத்த சொற்கள் : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଘୋଡ଼ଣୀ
பிற மொழிகளில் மொழிபெயர்ப்பு :
An artifact that covers something else (usually to protect or shelter or conceal it).
coveringபொருள் : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
							எடுத்துக்காட்டு : 
							ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
							
பிற மொழிகளில் மொழிபெயர்ப்பு :
A hard outer covering as of some amoebas and sea urchins.
test