பொருள் : ଯାହାର ସଂଗଠନ ହୋଇଛି
							எடுத்துக்காட்டு : 
							ଇଂରେଜମାନଙ୍କ ସହିତ ଟକ୍କର ଦେବା ପାଇଁ ଭାରତୀୟମାନଙ୍କୁ ସଂଗଠିତ ହେବାକୁ ପଡ଼ିଥିଲା
							
ஒத்த சொற்கள் : ସଂଗଠିତ
பிற மொழிகளில் மொழிபெயர்ப்பு :
Held together as by social or cultural ties.
A close-knit family.பொருள் : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
							எடுத்துக்காட்டு : 
							ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ  ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
							
ஒத்த சொற்கள் : ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ
பிற மொழிகளில் மொழிபெயர்ப்பு :
Made or joined or united into one.
combinedபொருள் : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
							எடுத்துக்காட்டு : 
							ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
							
பிற மொழிகளில் மொழிபெயர்ப்பு :