பொருள் : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
							எடுத்துக்காட்டு : 
							ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
							
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
							எடுத்துக்காட்டு : 
							ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି
							
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
							எடுத்துக்காட்டு : 
							ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
							
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debt