பொருள் : ଖୋଳା ହୋଇଥିବା ଛିଦ୍ରରେ ଖୋପା ଯାଉଥିବା ଖିଲ
							எடுத்துக்காட்டு : 
							ଖିଲ ଲଗାଇବା ପରେ ଖଟର ହଲିବା ବନ୍ଦ ହୋଇଗଲା
							
பிற மொழிகளில் மொழிபெயர்ப்பு :
பொருள் : ଖଇର, ଚୂନଆଦି ଲଗାଇ ତାହାକୁ ଘଷି ବା ପୁଟ ଦେଲା ପରେ ପାନର ଯେଉଁ ରୂପ ହୁଏ
							எடுத்துக்காட்டு : 
							ସେ ପାନଖିଲ ମୁହଁରେ ଭର୍ତ୍ତି କରି ଚୋବାଇବାକୁ ଲାଗିଲା
							
பிற மொழிகளில் மொழிபெயர்ப்பு :
பொருள் : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
							எடுத்துக்காட்டு : 
							ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
							
பிற மொழிகளில் மொழிபெயர்ப்பு :
பொருள் : କେଉଁଠି ବାଡ଼େଇବା ବା ପୋତିବା ପାଇଁ ଲୁହା ବା କାଠର କୀଳା
							எடுத்துக்காட்டு : 
							ଲୁଗା ଟାଙ୍ଗିବାପାଇଁ ରାମ କାନ୍ଥରେ କୀଳା ବାଡ଼େଇଲା
							
பிற மொழிகளில் மொழிபெயர்ப்பு :