பொருள் : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
							எடுத்துக்காட்டு : 
							ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
							
ஒத்த சொற்கள் : କୋରଖ
பிற மொழிகளில் மொழிபெயர்ப்பு :
பொருள் : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
							எடுத்துக்காட்டு : 
							ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
							
ஒத்த சொற்கள் : ଗୁମ୍, ଦମନ, ନିସ୍ତବ୍ଧତା, ନିୟନ୍ତ୍ରଣ
பிற மொழிகளில் மொழிபெயர்ப்பு :
பொருள் : ହଜି ଯାଇଥିବା, ଚୋରି ହୋଇଥିବା, ବା ନ ମିଳୁଥିବା ବସ୍ତୁ ଆଦିକୁ ଖୋଜି ବାହାର କରିବା
							எடுத்துக்காட்டு : 
							ପୋଲିସ ମୁଖିଆଙ୍କ ଘରୁ ଚୋରି ଜିନିଷ ଜବତ କଲା
							
பிற மொழிகளில் மொழிபெயர்ப்பு :
खोई हुई, चोरी गई या न मिलती हुई (वस्तु आदि) जो कहीं से ढूँढ़कर बाहर निकाली जाए।
मुखिया के घर से पुलिस ने चोरी का माल बरामद किया।