பொருள் : ନିଜର ବ୍ୟଙ୍ଗପୂର୍ଣ୍ଣ କଥାରେ କାହାକୁ ମର୍ମାହତ କରିବା
							எடுத்துக்காட்டு : 
							ପରୀକ୍ଷାରେ ଭଲ ଫଳ ନହେବାରୁ ସମସ୍ତେ ଋତୁପର୍ଣ୍ଣାକୁ ବ୍ୟଙ୍ଗୋକ୍ତି କରୁଥିଲେ
							
ஒத்த சொற்கள் : ବ୍ୟଙ୍ଗୋକ୍ତି କରିବା
பிற மொழிகளில் மொழிபெயர்ப்பு :
किसी को अपनी व्यंगपूर्ण बातों से मर्माहत करना।
परीक्षा में अच्छा परिणाम न मिलने के कारण सभी रितु पर कटाक्ष कर रहे थे।பொருள் : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
							எடுத்துக்காட்டு : 
							ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
							
ஒத்த சொற்கள் : ପରିହାସ କରିବା, ବିନୋଦ କରିବା, ମଜା କରିବା
பிற மொழிகளில் மொழிபெயர்ப்பு :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।