பொருள் : (ଜୀବବିଜ୍ଞାନ) କୌଣସି ଜାତିରେ ଜୀବମାନଙ୍କର ଗୋଟିଏ ବର୍ଗ ଯାହା ସମାନ ବର୍ଗ ଠାରୁ ମାମୁଲି ରୂପରେ ଅଲଗା ବା ଭିନ୍ନ ହୋଇଥାଏ
							எடுத்துக்காட்டு : 
							ଗୋଟିଏ ନୂଆ ପ୍ରକାରର ସୂକ୍ଷ୍ମଜୀବମାନଙ୍କର ସନ୍ଧାନ ମିଳିଛି
							
பிற மொழிகளில் மொழிபெயர்ப்பு :
பொருள் : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ
							எடுத்துக்காட்டு : 
							ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
							
பிற மொழிகளில் மொழிபெயர்ப்பு :
பொருள் : ଏକ ବିଶେଷ ପ୍ରକାର ବସ୍ତୁ
							எடுத்துக்காட்டு : 
							ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି
							
பிற மொழிகளில் மொழிபெயர்ப்பு :
A particular type of thing.
Problems of this type are very difficult to solve.பொருள் : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
							எடுத்துக்காட்டு : 
							ଭାରତରେ ବିଭିନ୍ନ ପ୍ରକାରର ଆମ୍ବ  ମିଳେ
							
பிற மொழிகளில் மொழிபெயர்ப்பு :
(biology) taxonomic group whose members can interbreed.
speciesபொருள் : ଯେଉଁ ପ୍ରକାରର
							எடுத்துக்காட்டு : 
							ତା ଭଳି ବାହାଦୁର ଏଠାରେ କେହିନାହିଁ
							
பிற மொழிகளில் மொழிபெயர்ப்பு :