பொருள் : ଲୁହାଆଦିରେ ତିଆରି ଯେଉଁ ଫଳକ ଲଙ୍ଗଳର ତଳ ଭାଗରେ ଲଗାଯାଇଥାଏ ଏବଂ ଯେଉଁଥିରେ ଭୂମି ଖୋଳାଯାଏ ବା ଚାଷ କରାଯାଏ
							எடுத்துக்காட்டு : 
							ହଳ ଯୋଚିବା ସମୟରେ ବଳଦ ଗୋଡ଼ରେ ଫାଳ ଲାଗିଗଲା
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ପୁସ୍ତକ ବା ଖାତାଆଦିରେ ଲାଗିଥିବା ଏହି କାଗଜ ଖଣ୍ଡ ଯାହାର ଦୁଇ ପାଖରେ କିଛି ଲେଖାଯାଇଥାଏ ବା ଲେଖନ୍ତି
							எடுத்துக்காட்டு : 
							ପିଲାଟି ଏହି ପୁସ୍ତକର ଗୋଟିଏ ପୃଷ୍ଠା ଚିରି ଦେଲା
							
பிற மொழிகளில் மொழிபெயர்ப்பு :
किसी पुस्तक या कापी आदि में लगी हुई वह वस्तु जिसके दोनों ओर कुछ लिखा होता है या लिखते हैं।
बच्चे ने इस पुस्तक का एक पन्ना फाड़ दिया।பொருள் : କୌଣସି ବସ୍ତୁର ସେହି ସମାନ ଖଣ୍ଡମଧ୍ୟରୁ ପ୍ରତ୍ୟେକ ଖଣ୍ଡ ଯାହା ପରସ୍ପର ଯୋଡ଼ି ହୋଇଥାଏ ମାତ୍ର ଆବଶ୍ୟକ ପଡ଼ିଲେ ଅଲଗା ହୋଇଯାଏ
							எடுத்துக்காட்டு : 
							ହରଡ, ବୁଟ ଆଦିରେ ଦୁଇ ଫାଳ ଥାଏ
							
ஒத்த சொற்கள் : ଖଣ୍ଡ
பிற மொழிகளில் மொழிபெயர்ப்பு :
किसी वस्तु के उन समान खंडों में से प्रत्येक जो परस्पर जुड़े हों पर दबाव पड़ने पर अलग हो जाते हों।
अरहर, चने आदि में दो दल होते हैं।