பொருள் : ଦୁଇ ଦଳ ମଧ୍ୟରେ ହେଉଥିବା ଗୋଟିଏ ଖେଳ ଯେଉଁଥିରେ ଏଗାର- ଏଗାର ଖେଳାଳି ରହନ୍ତି ଏବଂ ଗୋଟିଏ ବଲ ରହେ
							எடுத்துக்காட்டு : 
							ଆଜି ଫୁଟବଲ ମ୍ୟାଚ ଅଛି
							
பிற மொழிகளில் மொழிபெயர்ப்பு :
A football game in which two teams of 11 players try to kick or head a ball into the opponents' goal.
association football, soccerபொருள் : ପଡ଼ିଆରେ ଖେଳା ଯାଉଥିବା ଏକ ବଡ଼ ବଲ ଯାହାକୁ ଗୋଡ଼ରେ ମରାଯାଏ
							எடுத்துக்காட்டு : 
							ଫୁଟବଲରେ ପବନ କମ ଅଛି ତେଣୁ ମାରିଲେ ମଧ୍ୟ ଅଧିକ ଦୂର ଯାଉନାହିଁ
							
பிற மொழிகளில் மொழிபெயர்ப்பு :
An inflated ball used in playing soccer.
soccer ball