பொருள் : ପାଦତଳେ ଦବି ବା ଦବାହୋଇ ନଷ୍ଟ ହେବା ବା କରିବାର କ୍ରିୟା
							எடுத்துக்காட்டு : 
							ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ
							
ஒத்த சொற்கள் : ପଦ ଦଳନ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
							எடுத்துக்காட்டு : 
							ପରମେଶ୍ୱର  ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
							
ஒத்த சொற்கள் : ନଷ୍ଟୀକରଣ
பிற மொழிகளில் மொழிபெயர்ப்பு :
The termination of something by causing so much damage to it that it cannot be repaired or no longer exists.
destruction, devastationபொருள் : ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
							எடுத்துக்காட்டு : 
							ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା
							
பிற மொழிகளில் மொழிபெயர்ப்பு :
अच्छी तरह से मसलने, पीसने या रगड़ने आदि की क्रिया या भाव।
शरीर के आमर्दन के पश्चात वह स्नान करने चला गया।பொருள் : ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
							எடுத்துக்காட்டு : 
							ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
							
பிற மொழிகளில் மொழிபெயர்ப்பு :
Kneading and rubbing parts of the body to increase circulation and promote relaxation.
massage