பொருள் : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
							எடுத்துக்காட்டு : 
							ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
							
ஒத்த சொற்கள் : କହିପକାଇବା, କହିପକେଇବା, ସ୍ୱୀକାରକରିବା
பிற மொழிகளில் மொழிபெயர்ப்பு :
பொருள் : କଥା ମାନିବା
							எடுத்துக்காட்டு : 
							ଆଜିକାଲି ପିଲାମାନେ କାହା କଥା ଶୁଣୁନାହାନ୍ତି
							
ஒத்த சொற்கள் : ଶୁଣିବା
பிற மொழிகளில் மொழிபெயர்ப்பு :
பொருள் : ସହମତ ହେବା
							எடுத்துக்காட்டு : 
							ମୁଁ ଆପଣଙ୍କ କଥା ମାନୁଛି
							
ஒத்த சொற்கள் : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
பிற மொழிகளில் மொழிபெயர்ப்பு :
सहमत होना।
मैं आपकी बात मानता हूँ।பொருள் : କାହାରି ପ୍ରତି ଆଦର ଭାବ ରଖିବା
							எடுத்துக்காட்டு : 
							ମୁଁ ତାଙ୍କୁ ବହୁତ ମାନେ
							
பிற மொழிகளில் மொழிபெயர்ப்பு :
பொருள் : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
							எடுத்துக்காட்டு : 
							ସେ ମୋ ଆଦେଶ ମାନିଲା ନାହିଁ
							
ஒத்த சொற்கள் : ପାଳନ କରିବା
பிற மொழிகளில் மொழிபெயர்ப்பு :
Be obedient to.
obeyபொருள் : କଳ୍ପନା କରିବା
							எடுத்துக்காட்டு : 
							ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
							
ஒத்த சொற்கள் : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
பிற மொழிகளில் மொழிபெயர்ப்பு :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.பொருள் : ସୁନ୍ଦର ବା ଭଲ ଲାଗିବା
							எடுத்துக்காட்டு : 
							ଏହି ପୋଷାକ ଆପଣଙ୍କୁ ମାନୁଛି
							
ஒத்த சொற்கள் : ଭଲ ଲାଗିବା, ଶୋଭିତ ହେବା
பிற மொழிகளில் மொழிபெயர்ப்பு :
सुंदर या अच्छा लगना।
यह पोशाक आप पर खिल रही है।பொருள் : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
							எடுத்துக்காட்டு : 
							ମୁ ନିରାକାର ଈଶ୍ୱରଙ୍କୁ ମାନେ
							
ஒத்த சொற்கள் : ସ୍ୱୀକାର କରିବା
பிற மொழிகளில் மொழிபெயர்ப்பு :
பொருள் : ମହତ୍ତ୍ୱ ବୁଝିବା
							எடுத்துக்காட்டு : 
							ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
							
ஒத்த சொற்கள் : ସ୍ୱୀକାରକରିବା
பிற மொழிகளில் மொழிபெயர்ப்பு :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.