பொருள் : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
							எடுத்துக்காட்டு : 
							ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି  ମୁଁ ନିଜ କାମରୁ ମୁକ୍ତ ହୋଇଗଲି
							
பிற மொழிகளில் மொழிபெயர்ப்பு :
பொருள் : ଯାହା ବନ୍ଧା ହୋଇନାହିଁ
							எடுத்துக்காட்டு : 
							ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
							
ஒத்த சொற்கள் : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
பிற மொழிகளில் மொழிபெயர்ப்பு :
Not restrained or tied down by bonds.
unboundபொருள் : ଯେ ବଶକୁ ଆସେନାହିଁ
							எடுத்துக்காட்டு : 
							ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
							
பிற மொழிகளில் மொழிபெயர்ப்பு :
Impossible to repress or control.
An irrepressible chatterbox.பொருள் : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
							எடுத்துக்காட்டு : 
							ଏହା ମୁକ୍ତ ପଦାବଳୀର ପୁସ୍ତକ
							
ஒத்த சொற்கள் : ଅନ୍ତାକ୍ଷରହୀନ, ମେଳହୀନ
பிற மொழிகளில் மொழிபெயர்ப்பு :