பொருள் : କୌଣସି ବିଭାଗ, ସଂଗଠନ ଆଦିର ଅଧିକାରୀ ଯାହାଙ୍କ ପରାମର୍ଶରେ ସବୁ କାର୍ଯ୍ୟ ହୁଏ
							எடுத்துக்காட்டு : 
							ତାଙ୍କ ବାପା ମନ୍ତ୍ରଣାଳୟରେ ସଚିବ ଅଛନ୍ତି
							
பிற மொழிகளில் மொழிபெயர்ப்பு :
A person who is head of an administrative department of government.
secretaryபொருள் : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
							எடுத்துக்காட்டு : 
							ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
							
ஒத்த சொற்கள் : ସେକ୍ରେଟେରୀ
பிற மொழிகளில் மொழிபெயர்ப்பு :
An assistant who handles correspondence and clerical work for a boss or an organization.
secretarial assistant, secretary