பொருள் : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
							எடுத்துக்காட்டு : 
							ଆଜି ଖେଳରେ ଭାରତର ବିଜୟ ହେଇଛି
							
பிற மொழிகளில் மொழிபெயர்ப்பு :
பொருள் : କୃତି ରଚନା କରିବାର ଶୈଳୀ, କାର୍ଯ୍ୟ,ଗୁଣ ଆଦି
							எடுத்துக்காட்டு : 
							ମୋତେ ଅନେକ କୃତକର୍ମାଙ୍କ କୃତିତ୍ୱ ବିଷୟରେ ଜାଣିବାର ସୁଯୋଗ ମିଳିଲା
							
ஒத்த சொற்கள் : କୃତିତ୍ୱ, ଦକ୍ଷତା
பிற மொழிகளில் மொழிபெயர்ப்பு :
कृति रचने की शैली,कार्य,गुण आदि।
मुझे कई सारे कृतिकारों के कृतित्व को जानने-समझने का अवसर मिला।A way of expressing something (in language or art or music etc.) that is characteristic of a particular person or group of people or period.
All the reporters were expected to adopt the style of the newspaper.பொருள் : ସଫଳ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
							
பிற மொழிகளில் மொழிபெயர்ப்பு :
பொருள் : ସଫଳ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଏକଲବ୍ୟଙ୍କ ଲକ୍ଷ୍ୟର ସଫଳତା ଦେଖି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ