பொருள் : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
							எடுத்துக்காட்டு : 
							ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
							
ஒத்த சொற்கள் : ଡିଗ୍ରୀ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
							எடுத்துக்காட்டு : 
							ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
							
ஒத்த சொற்கள் : ଭାଗ
பிற மொழிகளில் மொழிபெயர்ப்பு :
किसी जमींदारी का उतना भूभाग जितना एक पट्टीदार के अधिकार में हो।
पट्टी के बँटवारे को लेकर महेश के लड़के आपस में लड़ते रहते हैं।பொருள் : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
							எடுத்துக்காட்டு : 
							ସେ ମୋ ଭାଗ ମଧ୍ୟ ଖାଇଗଲା  ସେଥିରେ ମୋର ମଧ୍ୟ ଭାଗ ଅଛି
							
ஒத்த சொற்கள் : ଭାଗ
பிற மொழிகளில் மொழிபெயர்ப்பு :
Assets belonging to or due to or contributed by an individual person or group.
He wanted his share in cash.பொருள் : ସମଷ୍ଟି ବା ସମୂହର କିଛି ଅଂଶ
							எடுத்துக்காட்டு : 
							ଏହାର ମଧ୍ୟ ଭାଗ ଟିକେ ମୋଟା
							
ஒத்த சொற்கள் : ଭାଗ
பிற மொழிகளில் மொழிபெயர்ப்பு :
பொருள் : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
							எடுத்துக்காட்டு : 
							ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
							
பிற மொழிகளில் மொழிபெயர்ப்பு :
Assets belonging to or due to or contributed by an individual person or group.
He wanted his share in cash.பொருள் : କୌଣସି ବସ୍ତୁର ଦୃଢ଼ ଖଣ୍ଡ
							எடுத்துக்காட்டு : 
							ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
							
ஒத்த சொற்கள் : ଖଣ୍ଡ, ଟୁକୁଡ଼ା, ଭାଗ
பிற மொழிகளில் மொழிபெயர்ப்பு :
A solid piece of something (usually having flat rectangular sides).
The pyramids were built with large stone blocks.பொருள் : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							எடுத்துக்காட்டு : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
ஒத்த சொற்கள் : ସହଭାଗିତା
பிற மொழிகளில் மொழிபெயர்ப்பு :
The act of sharing in the activities of a group.
The teacher tried to increase his students' engagement in class activities.பொருள் : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							எடுத்துக்காட்டு : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
ஒத்த சொற்கள் : ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ, ଭାଗ
பிற மொழிகளில் மொழிபெயர்ப்பு :
Something determined in relation to something that includes it.
He wanted to feel a part of something bigger than himself.