பொருள் : ବହୁ ତାଲାବିଶିଷ୍ଟ ଅଟ୍ଟାଳିକା ବା ଯେଉଁ ଅଟ୍ଟାଳିକା ବହୁଭାଗରେ ବିଭକ୍ତ
							எடுத்துக்காட்டு : 
							ମୁମ୍ବାଇରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଭରପୂର
							
ஒத்த சொற்கள் : ବହୁ ତଳ ବିଶିଷ୍ଟ ଅଟ୍ଟାଳିକା
பிற மொழிகளில் மொழிபெயர்ப்பு :
कई खंडों में बँटा भवन या वह भवन जिसमें कई खंड हों।
मुम्बई में बहुमंजिली इमारतों की भरमार है।பொருள் : ବହୁତଳ ପ୍ରାସାଦର କୌଣସି ତାଲାରେ ବିଶେଷ ରୂପେ ନିର୍ମିତ କିଛିଘରରୁ ଗୋଟିଏ ଘର ଯେଉଁଥିରେ ଏକରୁ ଅଧିକ କୋଠରିଥାଏ
							எடுத்துக்காட்டு : 
							ମୋର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ରହିଛି
							
ஒத்த சொற்கள் : ଆପାର୍ଟମେଂଟ, ଫ୍ଳାଟ୍