பொருள் : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
							எடுத்துக்காட்டு : 
							ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
							
ஒத்த சொற்கள் : ଉପଶମ
பிற மொழிகளில் மொழிபெயர்ப்பு :
The feeling that comes when something burdensome is removed or reduced.
As he heard the news he was suddenly flooded with relief.பொருள் : ବୋଝ,ଭାର,ଉତ୍ତରଦାୟିତ୍ବ ଆଦିରୁ ମୁକୁଳିବା ପରେ ହେଉଥିବା ସହଜବୋଧସହଜଭାବ
							எடுத்துக்காட்டு : 
							ବିବାହ ସାରିବାପରେ ସେ ଆରାମରେ ନିଶ୍ବାସ ନେଲେ
							
பிற மொழிகளில் மொழிபெயர்ப்பு :
बोझ, भार, उत्तरदायित्व आदि से छुट्टी मिलने पर होने वाली आसानी या सुगमता।
विवाह निपटाने के बाद उसने राहत की साँस ली।பொருள் : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
							எடுத்துக்காட்டு : 
							ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
							
பிற மொழிகளில் மொழிபெயர்ப்பு :
A feeling of extreme pleasure or satisfaction.
His delight to see her was obvious to all.பொருள் : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା
							எடுத்துக்காட்டு : 
							ଥକିଯିବାପରେ ବିଶ୍ରାମ ଆବଶ୍ୟକ
							
ஒத்த சொற்கள் : ବିଶ୍ରାମ
பிற மொழிகளில் மொழிபெயர்ப்பு :
Freedom from activity (work or strain or responsibility).
Took his repose by the swimming pool.