பொருள் : ମନକୁ ଭଲ ଲାଗିବା ଭାବ
							எடுத்துக்காட்டு : 
							ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
							
ஒத்த சொற்கள் : ଅଭିରୁଚି, ପସନ୍ଦ, ରୁଚି
பிற மொழிகளில் மொழிபெயர்ப்பு :
A sense of concern with and curiosity about someone or something.
An interest in music.பொருள் : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
							எடுத்துக்காட்டு : 
							ମଣିଷର ସବୁ ଇଚ୍ଛା ପୁରେ ନାହିଁ  ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି  ମୋର ଆଜି ଖାଇବାକୁ ମନ ନାହିଁ
							
ஒத்த சொற்கள் : ଅଭିଳାଷ, ଆକାଂକ୍ଷା, ଆଶା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
பிற மொழிகளில் மொழிபெயர்ப்பு :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।