பொருள் : ଓପଡା ହୋଇଛି ବା ଯାହାର ଉନ୍ମୂଳନ କରାଯାଇଛି
							எடுத்துக்காட்டு : 
							ଉନ୍ମୂଳିତ ଗଛର ପୁନରୋପଣ କରାଗଲା
							
ஒத்த சொற்கள் : ଓପଡା ହୋଇଥିବା
பிற மொழிகளில் மொழிபெயர்ப்பு :
பொருள் : ଉନ୍ମୂଳନ କରିବା ବା ଉଖାଡିବା ଯୋଗ୍ୟ
							எடுத்துக்காட்டு : 
							କୃଷକ ବିଲରୁ ଉନ୍ମୂଳିତ ଘାସକୁ ବାହାର କରୁଛି ଆତଙ୍କବାଦକୁ ବିଶ୍ବର ଶୀଘ୍ର ଉନ୍ମୂଳିତ ସମସ୍ୟା ରୂପରେ ଦେଖାଇବା ଉଚିତ
							
பிற மொழிகளில் மொழிபெயர்ப்பு :
Able to be eradicated or rooted out.
eradicable